kavya physiotherapy clinic

kavya physiotherapy clinic physiotherapy

24/09/2026

ACL ସର୍ଜରୀ ପରେ ଆଣ୍ଠୁର

ଶକ୍ତି ଫେରି ପାଇବା ପାଇଁ ଜାଣନ୍ତୁ

୫ଟି ବେଷ୍ଟ ଏକ୍ସରସାଇଜ୍!"

👇 Top 5 ACL Exercises:

Quad Sets | 2. SLR | 3. Heel Slides
Prone Hang | 5. Balance Drills

ଏଗୁଡ଼ିକ ଆଣ୍ଠୁକୁ ମଜଭୁତ କରେ

"ଫିଜିଓଥେରାପି ଦ୍ୱାରା ଆଣ୍ଠୁର

ଜାମ୍ ଖୋଲେ ଏବଂ ଆପଣ ପୁଣି ସହଜରେ ଦୌଡ଼ିପାରିବେ।

"ସଠିକ୍ ACL ରିହାବ୍ ଏବଂ

ପରାମର୍ଶ ପାଇଁ ଆଜି ହିଁ

ଯୋଗାଯୋଗ କରନ୍ତୁ kavya physiotherapy clinic

8328896521

ମନେରଖନ୍ତୁ: ଯନ୍ତ୍ରଣା ବଢ଼ାଉଥିବା କାମ ବା ଜୋରଜବରଦସ୍ତି ଏକ୍ସରସାଇଜ୍ ଆଦୌ କରନ୍ତୁ ନାହିଁ।"

ACLRehab SportsRehab BhubaneswarPhysio OdiaReels FitnessOdia Call8328896521 PhysioLife PainFreeLife

24/09/2026

ଆଣ୍ଠୁ, ପିଠି, ବେକ କିମ୍ବା ପୋଷ୍ଟ-ଓପ୍ ଯନ୍ତ୍ରଣା ଆପଣଙ୍କୁ ଚଳପ୍ରଚଳ କରିବାକୁ ଦେଉନି କି?"

"କଭ୍ୟା ଫିଜିଓଥେରାପି କ୍ଲିନିକ୍ ରେ ପାଆନ୍ତୁ ଅର୍ଥୋପେଡିକ୍, ନିଉରୋ ଏବଂ ସ୍ପୋର୍ଟସ୍ ଇଞ୍ଜୁରି ପାଇଁ ସ୍ପେଶାଲାଇଜଡ୍ ଟ୍ରିଟମେଣ୍ଟ।"

"ସର୍ବଶ୍ରେଷ୍ଠ ଯତ୍ନ ଏବଂ ସବୁଠାରୁ କମ୍ ଖର୍ଚ୍ଚରେ ପାଆନ୍ତୁ ସ୍ଥାୟୀ ଆଶ୍ୱସ୍ତି।"

Kavya Physiotherapy Clinic 🏥

"ଆଜି ହିଁ ଆପଣଙ୍କର ଆପଏଣ୍ଟମେଣ୍ଟ ବୁକ୍ କରନ୍ତୁ। କଲ୍ କରନ୍ତୁ: 8328896521!"

SportsInjury BhubaneswarPhysio OdiaReels FitnessOdia Call8328896521 BestPhysioClinic PainFreeLife HealthTipsOdia

24/09/2026

"ବେକ ଯନ୍ତ୍ରଣା, ଜାମ୍ ଏବଂ ମୁଣ୍ଡ ବୁଲାଇବା ସମସ୍ୟାରୁ ମୁକ୍ତି ପାଇଁ ଜାଣନ୍ତୁ ୫ଟି ବେଷ୍ଟ ଏକ୍ସରସାଇଜ୍!"

"1. Chin Tucks, 2. Neck Tilt, 3. Rotation, 4. Flexion, ଏବଂ 5. Isometric - ଏଗୁଡ଼ିକ ବେକର ମାଂସପେଶୀ ମଜଭୁତ କରେ।

"ଫିଜିଓଥେରାପି ଦ୍ୱାରା ବେକର ଜାମ୍ ଖୋଲେ ଏବଂ ସ୍ଥାୟୀ ଭାବେ ଆଶ୍ୱସ୍ତି ମିଳେ।"

ମନେରଖନ୍ତୁ: ବେକ ବ୍ୟାୟାମ ସବୁବେଳେ ଅତି ଧୀରେ କରନ୍ତୁ, ଯନ୍ତ୍ରଣା ହେଲେ ବନ୍ଦ କରନ୍ତୁ।"

"ସଠିକ୍ ଥେରାପି ଏବଂ ପରାମର୍ଶ ପାଇଁ ଆଜି ହିଁ ଯୋଗାଯୋଗ କରନ୍ତୁ: 8328896521!"

PainRelief BhubaneswarPhysio OdiaReels FitnessOdia Call8328896521 PhysioLife PainFreeLife PostureCorrection

24/09/2026

ସାୟାଟିକା ଯନ୍ତ୍ରଣାରୁ ମୁକ୍ତି ପାଇଁ ଜାଣନ୍ତୁ ୫ଟି ବେଷ୍ଟ ଏକ୍ସରସାଇଜ୍ ଏବଂ ଗୁରୁତ୍ୱପୂର୍ଣ୍ଣ ନିୟମ!"

"1. Knee to Chest, 2. Piriformis Stretch, 3. Cat-Cow, 4. Cobra, ଏବଂ 5. Nerve Gliding ଏଗୁଡ଼ିକ ଯନ୍ତ୍ରଣା କମାଏ।"

ମନେରଖନ୍ତୁ: ଯନ୍ତ୍ରଣା ବଢ଼ାଉଥିବା କାମ ବା ଜୋରଜବରଦସ୍ତି ଏକ୍ସରସାଇଜ୍ କରନ୍ତୁ ନାହିଁ

⚠️ Important Rules:
• କଦାପି ଜୋର୍‌ଜବରଦସ୍ତି ଏକ୍ସରସାଇଜ୍ କରନ୍ତୁ ନାହିଁ
• ଯନ୍ତ୍ରଣା ବଢ଼ିଲେ ତୁରନ୍ତ ବନ୍ଦ କରନ୍ତୁ

ସଠିକ୍ ପରାମର୍ଶ ଏବଂ ସୁରକ୍ଷିତ ଥେରାପି ପାଇଁ ଆଜି ହିଁ ଯୋଗାଯୋଗ କରନ୍ତୁ: 8328896521!"

SciaticaPainRelief SpineCare BackPainRelief

23/09/2026

"ଆଣ୍ଠୁର ଅଷ୍ଟିଓଆର୍ଥ୍ରାଇଟିସ୍

ଯୋଗୁଁ ଚାଲିବା କଷ୍ଟ ହେଉଛି କି?"

ଜଣେ ବ୍ୟକ୍ତି ଆଣ୍ଠୁର ଗଣ୍ଠି କ୍ଷୟ

(Knee OA) ଯୋଗୁଁ ସିଡ଼ି ଚଢ଼ିବା ବା

ଉଠାଉଠା ହେବାବେଳେ କଷ୍ଟ

ଅନୁଭବ କରୁଛନ୍ତି।

"ଚିନ୍ତା ନାହିଁ! କଭ୍ୟା ଫିଜିଓଥେରାପି

କ୍ଲିନିକ୍ ରେ ପାଆନ୍ତୁ

ଆଣ୍ଠୁ ଯନ୍ତ୍ରଣାର

ସ୍ଥାୟୀ ସମାଧାନ।"

"ଆଣ୍ଠୁର ଅଷ୍ଟିଓଆର୍ଥ୍ରାଇଟିସ୍

ଯନ୍ତ୍ରଣାରୁ ମୁକ୍ତି ପାଇଁ କରନ୍ତୁ ଏହି

୫ଟି ବେଷ୍ଟ ଏକ୍ସରସାଇଜ୍!"

Top 5 Exercises:

Quad Sets
(ମାଂସପେଶୀ ଟାଣିବା)

Straight Leg Raises
(ସିଧା ଗୋଡ଼ ଉଠାଇବା)

Heel Slides
(ଗୋଡ଼ ଘଷି ମୋଡ଼ିବା)

Short Arc Quads
(ଆଣ୍ଠୁ ତଳେ ତକିଆ ରଖି ଉଠାଇବା)

Calf Stretches
(ଗୋଡ଼ ପାପୁଲି ଷ୍ଟ୍ରେଚ୍)

ସଠିକ୍ ପରାମର୍ଶ ଏବଂ ଥେରାପି
ପାଇଁ ଆଜି ହିଁ ଯୋଗାଯୋଗ କରନ୍ତୁ
: 8328896521!"

BhubaneswarPhysio Physiotherapy OdiaReels HealthTipsOdia PainFreeLife Call8328896521 BestPhysioClinic FitnessOdia RecoveryJourney

23/09/2026

ବେକ ଏବଂ

ହାତ ଯନ୍ତ୍ରଣା/ନର୍ଭ ଚାପିହେବା

"ବେକ ଯନ୍ତ୍ରଣା କ’ଣ

ହାତକୁ ଖସି ଆସୁଛି?

"ଯଦି ଆପଣଙ୍କ ବେକ

ଯନ୍ତ୍ରଣା ସାଙ୍ଗକୁ ହାତରେ

ଝିମ୍‌ଝିମ୍ କରୁଛି କିମ୍ବା

ଦୁର୍ବଳ ଲାଗୁଛି, ତେବେ

ଭିଡିଓଟି ଶେଷ ପର୍ଯ୍ୟନ୍ତ ଦେଖନ୍ତୁ।"
ସଠିକ୍ physical

therapy exercises

ଏବଂ posture correction

ଦ୍ୱାରା ଆପଣ ଏହି

ବେକ ଯନ୍ତ୍ରଣାରୁ ଆରାମ

ପାଇପାରିବେ।

ପ୍ରଭାବଶାଳୀ ୫ଟି

ଶ୍ରେଷ୍ଠ ବ୍ୟାୟାମ (Exercise Program)

1.(Chin Tucks)
2. (Upper Trapezius stretch )
3. (Cervical Retraction & Extension)
4. (Scapular Squeezes)
5.(Nerve Gliding - Median Nerve)

ଅଧିକ ଦିନ ସମସ୍ୟା ରହିଲେ

ଡାକ୍ତର କିମ୍ବା ଫିଜିଓଥେରାପିଷ୍ଟଙ୍କ

ପରାମର୍ଶ ନିଅନ୍ତୁ। ଏହି ଭିଡିଓଟିକୁ

ସେଭ୍ କରି ରଖନ୍ତୁ!

"ସଠିକ୍ ପରାମର୍ଶ ଏବଂ

ଥେରାପି ପାଇଁ ଆଜି ହିଁ

ଯୋଗାଯୋଗ କରନ୍ତୁ 8328896521

ଆଜି ହିଁ ଏହି ଟିପ୍ସଗୁଡ଼ିକୁ

ଫଲୋ କରନ୍ତୁ ଏବଂ ପେଜ୍ କୁ

ଫଲୋ କରିବାକୁ ଭୁଲିବେ ନାହିଁ!

HealthTipsOdia OdiaReels FitnessOdia HealthyLiving PainFreeLife

KneePainRelief KneeOsteoarthritis KneeReplacementRecovery JointPainRelief ACLRehab KneeExercise StrongKnees KneeRehab

ବେକ ଏବଂ ହାତ ଯନ୍ତ୍ରଣା/ନର୍ଭ ଚାପିହେବା "ବେକ ଯନ୍ତ୍ରଣା କ’ଣ ହାତକୁ ଖସି ଆସୁଛି?"ଯଦି ଆପଣଙ୍କ ବେକ ଯନ୍ତ୍ରଣା ସାଙ୍ଗକୁ ହାତରେ ଝିମ୍‌ଝିମ୍ କର...
23/09/2026

ବେକ ଏବଂ

ହାତ ଯନ୍ତ୍ରଣା/ନର୍ଭ ଚାପିହେବା

"ବେକ ଯନ୍ତ୍ରଣା କ’ଣ

ହାତକୁ ଖସି ଆସୁଛି?

"ଯଦି ଆପଣଙ୍କ ବେକ

ଯନ୍ତ୍ରଣା ସାଙ୍ଗକୁ ହାତରେ

ଝିମ୍‌ଝିମ୍ କରୁଛି କିମ୍ବା

ଦୁର୍ବଳ ଲାଗୁଛି, ତେବେ

ଭିଡିଓଟି ଶେଷ ପର୍ଯ୍ୟନ୍ତ ଦେଖନ୍ତୁ।"
ସଠିକ୍ physical

therapy exercises

ଏବଂ posture correction

ଦ୍ୱାରା ଆପଣ ଏହି

ବେକ ଯନ୍ତ୍ରଣାରୁ ଆରାମ

ପାଇପାରିବେ।

ପ୍ରଭାବଶାଳୀ ୫ଟି

ଶ୍ରେଷ୍ଠ ବ୍ୟାୟାମ (Exercise Program)

1.(Chin Tucks)
2. (Upper Trapezius stretch )
3. (Cervical Retraction & Extension)
4. (Scapular Squeezes)
5.(Nerve Gliding - Median Nerve)

ଅଧିକ ଦିନ ସମସ୍ୟା ରହିଲେ

ଡାକ୍ତର କିମ୍ବା ଫିଜିଓଥେରାପିଷ୍ଟଙ୍କ

ପରାମର୍ଶ ନିଅନ୍ତୁ। ଏହି ଭିଡିଓଟିକୁ

ସେଭ୍ କରି ରଖନ୍ତୁ!

"ସଠିକ୍ ପରାମର୍ଶ ଏବଂ

ଥେରାପି ପାଇଁ ଆଜି ହିଁ

ଯୋଗାଯୋଗ କରନ୍ତୁ 8328896521

⚠️ ବିଶେଷ ସୂଚନା (Important Note):
ଯଦି ଏହି ବ୍ୟାୟାମଗୁଡ଼ିକ କରିବା ସମୟରେ ହାତକୁ ବିଜୁଳି ଝଟ୍‌କା ଭଳି ଅଧିକ ଯନ୍ତ୍ରଣା କିମ୍ବା ଅତ୍ୟଧିକ ଝିମ୍‌ଝିମ୍ ହୁଏ, ତେବେ ବ୍ୟାୟାମ ବନ୍ଦ କରନ୍ତୁ।
କୌଣସି ନୂତନ ବ୍ୟାୟାମ ଆରମ୍ଭ କରିବା ପୂର୍ବରୁ ଜଣେ ଯୋଗ୍ୟ ଫିଜିଓଥେରାପିଷ୍ଟଙ୍କ (Physiotherapist) ପରାମର୍ଶ ନେବା ନିହାତି ଜରୁରୀ।

ଆଜି ହିଁ ଏହି ଟିପ୍ସଗୁଡ଼ିକୁ

ଫଲୋ କରନ୍ତୁ ଏବଂ ପେଜ୍ କୁ

ଫଲୋ କରିବାକୁ ଭୁଲିବେ ନାହିଁ!

#𝗥𝗲𝗰𝗼𝘃𝗲𝗿𝘆𝗝𝗼𝘂𝗿𝗻𝗲𝘆

23/09/2026

ଜଣେ ବ୍ୟକ୍ତି କାନ୍ଧ

ଜାମ୍ ହେବା

ଯୋଗୁଁ ହାତ

ଉଠାଇବା କିମ୍ବା

ପଛକୁ ନେବାରେ

କଷ୍ଟ ଅନୁଭବ କରୁଛନ୍ତି

ଏହା Frozen shoulder ହେଇପାରେ!!

ଫିଜିଓଥେରାପି

ଦ୍ୱାରା କାନ୍ଧ

ଯନ୍ତ୍ରଣା କମେ,

ଗତିଶୀଳତା ବଢ଼େ.

"କାନ୍ଧ ଜାମ୍ ଓ

ଯନ୍ତ୍ରଣାରୁ ମୁକ୍ତି

ପାଇଁ କରନ୍ତୁ

ଏହି ୫ଟି ବେଷ୍ଟ ଏକ୍ସରସାଇଜ୍!"

Pendulum Exercise
(ପେଣ୍ଡୁଲମ୍ ଘୂର୍ଣ୍ଣନ)
Towel Stretch
(ଟାୱେଲ୍ ଷ୍ଟ୍ରେଚ୍)
Finger Walk
(ଆଙ୍ଗୁଠି ଚାଲିବା - କାନ୍ଥରେ)
Cross-Body Reach
(ଅପର ହାତ ସାହାଯ୍ୟରେ ଟାଣିବା)
Active Assisted ROM
(ନିଜେ ହାତ କୁ ଟେକାଟେକି କରିବା )

⚠️ ବିଶେଷ ସୂଚନା (Important Note):
ଯଦି ଏହି ବ୍ୟାୟାମଗୁଡ଼ିକ କରିବା ସମୟରେ ହାତକୁ ବିଜୁଳି ଝଟ୍‌କା ଭଳି ଅଧିକ ଯନ୍ତ୍ରଣା ଅତ୍ୟଧିକ ହୁଏ, ତେବେ ବ୍ୟାୟାମ ବନ୍ଦ କରନ୍ତୁ।
କୌଣସି ନୂତନ ବ୍ୟାୟାମ ଆରମ୍ଭ କରିବା ପୂର୍ବରୁ ଜଣେ ଯୋଗ୍ୟ ଫିଜିଓଥେରାପିଷ୍ଟଙ୍କ (Physiotherapist) ପରାମର୍ଶ ନେବା ନିହାତି ଜରୁରୀ।

"ସଠିକ୍ ପରାମର୍ଶ ଏବଂ

ଥେରାପି ପାଇଁ ଆଜି ହିଁ

ଯୋଗାଯୋଗ କରନ୍ତୁ:

8328896521!"
BhubaneswarPhysio Physiotherapy OdiaReels HealthTipsOdia PainFreeLife Call8328896521 BestPhysioClinic FitnessOdia RecoveryJourney

23/09/2026

Total Knee Replacement Surgery / TKR)

ଆଣ୍ଠୁ ଅପରେସନ୍ ପରେ

ଗୋଡ଼ର ଜାମ୍

ଯନ୍ତ୍ରଣା ହେଉଛି କି?

ଫିଜିଓଥେରାପି ଦ୍ୱାରା

ଆଣ୍ଠୁର ଯନ୍ତ୍ରଣା କମେ

ଗତିଶୀଳତା ବଢ଼େ.

ତାହେଲେ କରନ୍ତୁ

ଏହି ୫ଟି ବେଷ୍ଟ ଏକ୍ସରସାଇଜ୍

Ankle Pumps

Quad Sets

Straight Leg Raises

Heel Slides

Seated Knee Bending

⚠️ ବିଶେଷ ସୂଚନା (Important Note):
ଯଦି ଏହି ବ୍ୟାୟାମଗୁଡ଼ିକ କରିବା ସମୟରେ knee re ଅଧିକ ଯନ୍ତ୍ରଣା ହୁଏ, ତେବେ ବ୍ୟାୟାମ ବନ୍ଦ କରନ୍ତୁ।
କୌଣସି ନୂତନ ବ୍ୟାୟାମ ଆରମ୍ଭ କରିବା ପୂର୍ବରୁ ଜଣେ ଯୋଗ୍ୟ ଫିଜିଓଥେରାପିଷ୍ଟଙ୍କ (Physiotherapist) ପରାମର୍ଶ ନେବା ନିହାତି ଜରୁରୀ।

ଏଗୁଡ଼ିକ ଶୀଘ୍ର ସୁସ୍ଥ

ହେବାରେ ସାହାଯ୍ୟ କରେ

"ସୁରକ୍ଷିତ ଏବଂ ସଠିକ୍

ପୋଷ୍ଟ-ଓପ୍ ଥେରାପି

ପାଇଁ ଆଜି ହିଁ ଯୋଗାଯୋଗ

କରନ୍ତୁ: 8328896521
BhubaneswarPhysio Physiotherapy OdiaReels HealthTipsOdia PainFreeLife Call8328896521 BestPhysioClinic FitnessOdia RecoveryJourney

22/09/2026

"କାନ୍ଧର ଯନ୍ତ୍ରଣା ଯୋଗୁଁ ହାତ ଉଠାଇବା କିମ୍ବା ପିନ୍ଧିବା କଷ୍ଟ ହେଉଛି କି?"
ଆଉ ଅସହ୍ୟ ଯନ୍ତ୍ରଣା ନୁହେଁ! Kavya Physiotherapy Clinic ରେ ପାଆନ୍ତୁ କାନ୍ଧ ଜାମ୍‌ର ସଠିକ୍ ଚିକିତ୍ସା।"

କାନ୍ଧର ଯନ୍ତ୍ରଣା ଦୂର କରନ୍ତୁ। ଆଜି ହିଁ କଲ୍ କରନ୍ତୁ: 8328896521

Address

Bhubaneswar

Website

Alerts

Be the first to know and let us send you an email when kavya physiotherapy clinic posts news and promotions. Your email address will not be used for any other purpose, and you can unsubscribe at any time.

Shortcuts

Share