22/08/2026
ଧରଣୀଧର ଭୂୟାଁଙ୍କୁ ପୁଷ୍ପାର୍ପଣ 🌺
ଧରଣୀଧର ମେଡିକାଲ୍ କଲେଜ୍ ଓ ହସ୍ପିଟାଲ୍, କେନ୍ଦୁଝର ପକ୍ଷରୁ ବୀର ସ୍ୱାଧୀନତା ସଂଗ୍ରାମୀ ଧରଣୀଧର ଭୂୟାଁଙ୍କୁ ପୁଷ୍ପାର୍ପଣ କରି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି। 🌺🇮🇳
HealthcareServices PatientCare HealthcareExcellence DharaniDharaMedicalCollege DDMCH Keonjhar Odisha HealthcareOdisha CaringForLife YourHealthOurPriority